୩ ମାସରେ ଭିଜିଲାନ୍ସ ହାତରେ ୮ ଆଇସିଡିଏସ୍‌ ମହିଳା କର୍ମଚାରୀ

ଭୁବନେଶ୍ୱର: ଦେଶର ବିକାଶରେ ମହିଳାଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହୁଛି। ସେଥିପାଇଁ ମହିଳାଙ୍କ ପାଇଁ ପ୍ରତ୍ୟେକ କ୍ଷେତ୍ରରେ ସଂରକ୍ଷଣ ବ୍ୟବସ୍ଥା ମଧ୍ୟ ରହୁଛି। କିନ୍ତୁ ଦୁର୍ନୀତି କ୍ଷେତ୍ରରେ ମହିଳା କର୍ମଚାରୀମାନେ ମଧ୍ୟ କମ୍‌ ନୁହଁନ୍ତି। ସମନ୍ଵିତ ମହିଳା ଶିଶୁ ବିକାଶ (ଆଇସିଡିଏସ୍‌) ଅଧୀନରେ କାର୍ଯ୍ୟରତ ୮ ଜଣ ମହିଳା କର୍ମଚାରୀ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଏହା ପୁଣି ମାତ୍ର ୩ ମାସ ଭିତରେ।ସରକାର ପିଲାମାନଙ୍କ ପାଇଁ ଭୋଜନ, ଡ୍ରେସ୍‌, ଖେଳଣା ଆଦି … Continue reading ୩ ମାସରେ ଭିଜିଲାନ୍ସ ହାତରେ ୮ ଆଇସିଡିଏସ୍‌ ମହିଳା କର୍ମଚାରୀ